Motivation shayari

Never be arrogant after achieving success in life, because success is not the beginning but the end of human life. If you are successful, you have learned something new because your life is starting from AI, so use it well, because pride is the downfall of man. जीवन में सफलता प्राप्त करने के बाद कभी भी अहंकार नहीं करना चाहिए, क्योंकि सफलता मानव जीवन की शुरुआत नहीं बल्कि अंत है। यदि आप सफल हैं, तो आपने कुछ नया सीखा है क्योंकि आपका जीवन एआई से शुरू हो रहा है, इसलिए इसका सदुपयोग करें, क्योंकि अहंकार मनुष्य का पतन है। ଜୀବନରେ ସଫଳତା ପାଇବା ପରେ କେବେବି ଅହଂଙ୍କାର କରନାହିଁ, କାରଣ ସଫଳତା ମଣିଷ ଜୀବନର ଆରମ୍ଭ ମାତ୍ର ଶେଷ ନୁହେଁ । ଯଦି ସଫଳତା ପାଇଅଛ କିଛି ନୂଆ ବିଷୟ ପଇଅଛ କାରଣ ଏଇଠୁ ଆପଣଙ୍କ ଜୀବନ ଆରମ୍ଭ ମାତ୍ର ତେଣୁ ତାହା ଉତ୍ତମ ଭାବରେ ବ୍ୟବହାର କର , କାରଣ ଅହଂଙ୍କାର ସକାଶେ ମଣିଷର ପତନ ଘଟେ।

Comments

Popular posts from this blog

What is the heart?